Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Swatishree Pandit

Inspirational Others

4.0  

Swatishree Pandit

Inspirational Others

ପୁସ୍ତକ

ପୁସ୍ତକ

1 min
124



ଶବ୍ଦ ମହୋଦଧିର ସଂମ୍ଭାର

ଜ୍ଞାନର ଭଣ୍ଡାର

ସୂଜନୀ ଲେଖକର

ପ୍ରେମିକା ପାଠକର

ପୁସ୍ତକ ଏ ଆମର

ଜଣାଏ ଇତିହାସ

କର ନାହିଁ ପରିହାସ

ଦୂର କରେ ଅନ୍ଧବିଶ୍ୱାସ

ବିଜ୍ଞାନକୁ କରି ପରିପ୍ରକାଶ

ଛୁଆଠୁ ବଢ଼ା ସଭିଙ୍କ ଲୋଡ଼ା

କରେ ସଭିଙ୍କୁ ସାକ୍ଷର

ଯାହା ଖୋଜିଲେ ତାହା ମିଳଇ

ବିଦ୍ୟାର୍ଥୀଙ୍କ ଅଟଇ ମୂଖ୍ୟ ଅସ୍ତ୍ର ।



Rate this content
Log in

Similar oriya poem from Inspirational