STORYMIRROR

Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ପଥରେ ରଥ 

ପଥରେ ରଥ 

1 min
17


ରଥ ବଡ଼ ବିଚିତ୍ର 
ପ୍ରଥା ବଡ଼ ସ୍ୱତନ୍ତ୍ର 
ପଥ ଅଟେ ନିଶ୍ଚିନ୍ତ 
ଜଗନ୍ନାଥ ମଣିଷ ମିତ 
ମଣିଷର ଭାବ ଭକ୍ତି ଉକ୍ତି 
ରଥ ପଥ ଜଗନ୍ନାଥ 
ନୀତି କାନ୍ତି ଦିବ୍ୟଜ୍ୟୋତି 
ମଣିଷଠାକୁର ଜ୍ୱର ପୀଡିତ 
ସୁନାକୁଅ ପାଣି 
ଶହେ ଆଠ ଗରା ଆଣି 
ଗାଧେଇବା ନୀତି କାନ୍ତି ଠାଣି 
ଅପୂର୍ବ ଠାକୁର ମନ ନିଅନ୍ତି କିଣି 
ଆଜି ଫୁଲୁରି ତେଲ ଉପଚାର 
କାଲି ବନ୍ଧା ହେବ ଚାରମାଳ 
ପହଣ୍ଡି ହେବେ ଠାକୁର 
ଟାହିଆ ହଲି ହଲି 
କହୁଥିବ ବରଷା ଯା ଚାଲି 
ଯାଉଛି ଭକ୍ତ ସଙ୍ଗେ ଦେଖାକରି 
ବାନ୍ଧବର ରଖି ମହତ 
ମାଉସୀ ମାଆ ହାତ ପୋଡପିଠା 
କ୍ଷୀରି ଅତୀବ ସୁଆଦ 
ନଥାଏ ଭାବ ଭେଦ ଖେଦ 
ବନ୍ଧୁ ବାନ୍ଧବ ଶଙ୍ଖୁଳା ଉଚିତ


Rate this content
Log in

Similar oriya poem from Abstract