Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhashree Bhattamisra

Inspirational

4.0  

Sudhashree Bhattamisra

Inspirational

ପଥିକ

ପଥିକ

1 min
209


ପ୍ରାଣହୀନ ସ୍ପନ୍ଦନ ଲାଗେ ଯଦି

ଜୀବନଟା ସ୍ମୃତିକୁ ମୁଁ ସାଉଁଟିଛି

ସମୟ ଯେମିତି ଏକ ସୀମାହୀନ

ଅବଧି ଅସୀମ ଅନନ୍ତ ଜୀବନ

ଯାତ୍ରାରେ ସଫଳତାର ଶୀର୍ଷ

ସୀମାକୁ ଯଦି ମୁଁ ଚାହେଁ

ପ୍ରତିଟି ସଫଳତା ମୁଁ ସ୍ମୃତିକୁ

ସାଉଁଟିଛି ସ୍ମୃତିର କଦମ୍ବବନରେ

ସୀମାହୀନ ମୁଁ ଅସୀମ ଅନନ୍ତ

ଜୀଵନ ଯାତ୍ରାରେ ମୁଁ

ଏମିତି ପଥିକ ।


Rate this content
Log in

Similar oriya poem from Inspirational