STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ପଶୁ ମଣିଷ

ପଶୁ ମଣିଷ

1 min
242

ମିଛକୁ ଆଦରି କପଟକରି

ହିଂସାରେ ସଂସାର ଜାଳିଲୁ ପୋଡ଼ି

ସାରା ଦୁନିଆକୁ ଛଳନା କଲୁ

ପଶୁତୁଲ୍ୟ ହୋଇ ଜୀବନ ନେଲୁ


କୁକୁର, ବିରାଡ଼ି, ମଇଁଷି, ଗାଈ

ପଶୁ ହୋଇ ହିଂସା କରନ୍ତି ନାହିଁ

ପାପୀ ବଲାତ୍କାରୀ ହୋଇଲୁ ତୁହିଁ

ସନ୍ଦେହ ନରକେ ଯିବୁ କି ନାହିଁ


ପର ଦୁଃଖେ ସୁଖ ପାଇଲୁ ତୁହିଁ

ବିବେକକୁ ମାରି ଶାନ୍ତି ପାଇବୁ କାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract