Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ANUPAMA SAHU

Inspirational

3  

ANUPAMA SAHU

Inspirational

ପ୍ରତିଯୋଗିତା

ପ୍ରତିଯୋଗିତା

1 min
220


      

ତିମିର ତାରା ର ମିିଞ୍ଜି ମିଞ୍ଜି ଆଲୁଅ ,

ଦୂର ଦୂରକୁ ତୀକ୍ଷ୍ଣ ନଜର ତାହାର ।

ଏକ ରୁ ଅନେକ ଅଗଣିତ ରହିଛି ,

କିନ୍ତୁ ସୃଷ୍ଟି ଯେ ତା'ର ଏକ ପରିବାର ।।

ଦିଶଇ ରାତ୍ରେ ପୁଣି ଲୁୁଚଇ ଦିବସେ ,

ଢାଙ୍କିଦିଏ ତପନ ଛାଇଯାଏ ଖରା ।

ଉଦୟ ଅସ୍ତ ଗୋଟେ ନୀତି ଅଛି ପରା ,

ସୂର୍ଯ୍ୟାସ୍ତ ହୋଇଗଲେ ଦିିିଶିଯାଏ ତାରା ।।

ଝିିଲିମିଲି ଆଲୋକ କି ସୁନ୍ଦର ତାହା ,

କଳା ଦେହରେ ଧଳା ଲିପି ଅଛି ଏହା ।

ତାରା ମଧ୍ୟେ ଜହ୍ନଟି ଶୋଭା ପାଇଥାଏ ,

କୋଟିଏ ସନ୍ତାନ ର ମାମୁଁ ପରା ସିଏ ।।

 

    



Rate this content
Log in

Similar oriya poem from Inspirational