STORYMIRROR

baishnaba meher

Romance

3  

baishnaba meher

Romance

ପ୍ରତିଶ୍ରୁତି

ପ୍ରତିଶ୍ରୁତି

1 min
209

ତୁମେ ମୋ...

ଜୀବନର ତୃପ୍ତିମୟୀ ମଳୟ ପବନ,

ତୁମେ...

ମୋ ପାଇଁ ସୁନେଲି ସନ୍ଧ୍ୟା,

ମୋ...

ପ୍ରାଣର ଅଟ କୁହୁକ କନ୍ୟା ।


ଆସ ତୁମେ...

ପ୍ରତିଦିନ ମୋ ପରିକଳ୍ପିତ ସ୍ବପ୍ନରେ,

ଆସ...

କେବେ ପୁଣି ଅନାୟତ୍ତ ମନମଧ୍ୟେ,

ତୁମେ...

ମୋ ଚକ୍ ଚକ୍ ହୀରାଟିଏ ।


ପ୍ରେମ ଆଳାପ...

ଯେବେ ହୁଏ ତୁମ ସାଥେ,

ପ୍ରେମ...

ବୁକୁଚିରି ପ୍ରତିକ୍ଷଣେ ଉଙ୍କିମାରେ,

ଆଳାପ...

ଭାବିଭାବି ମୁଁ ବିନିଦ୍ରା ହୋଇଯାଏ।


କୁହ ସାଥି...

ପ୍ରତିକ୍ଷାର ଅନ୍ତ କେତେ ଦୂର,

କୁହ...

କେତେଦିନ ମନ ବିଲପି ଉଠୁଥିବ,

ସାଥି...

ପ୍ରତିଶୃତି ଦିଅ ମତେ ଭୁଲି ନଯିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance