Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅଜୟ କୁମାର ସାହୁ

Abstract Romance Others

4  

ଅଜୟ କୁମାର ସାହୁ

Abstract Romance Others

ପ୍ରେମ ନୁହେଁ ତ ଆଉ କଣ...?

ପ୍ରେମ ନୁହେଁ ତ ଆଉ କଣ...?

1 min
219


ତୁମକୁ ପରୀ ରାଜ୍ୟର ପରୀମା' ବୋଲି ଭାବିବା, 

ଇଏ ପ୍ରେମ ନୁହେଁ ତ ଆଉ କଣ..?

ଚାନ୍ଦ ଆଉ ତାରକା ମଧ୍ୟରେ ତୁମକୁ ଖୋଜିବା, 

ଇଏ ପ୍ରେମ ନୁହେଁ ତ ଆଉ କଣ..? 

ତୁମକୁ ମୋ ହୃଦୟର ରାଣୀ ବୋଲି ମନେକରିବା, 

ଇଏ ପ୍ରେମ ନୁହେଁ ତ ଆଉ କଣ..? 

ତୁମକୁ ନିଜର ଭାବି ସବୁକିଛି ସମର୍ପି ଦେବା, 

ଇଏ ପ୍ରେମ ନୁହେଁ ତ ଆଉ କଣ..?

ସବୁବେଳେ ଭାବନା ରାଇଜରେ ବୁଡ଼ିରହିବା, 

ଇଏ ପ୍ରେମ ନୁହେଁ ତ ଆଉ କଣ...? 

ସବୁବେଳେ ଅନ୍ୟ ମନସ୍କ ହୋଇ ମୁରୁକି ହସିବା, 

ଇଏ ପ୍ରେମ ନୁହେଁ ତ ଆଉ କଣ...?

 ପ୍ରତିଟି ସ୍ଵପ୍ନରେ କେବଳ ତୁମକୁ ହିଁ ଦେଖିବା,

 ଇଏ ପ୍ରେମ ନୁହେଁ ତ ଆଉ କଣ.....?

 ତୁମକୁ ଆରମ୍ଭ ତୁମକୁ ହିଁ ଶେଷ ମନେ କରିବା,

 ଇଏ ପ୍ରେମ ନୁହେଁ ତ ଆଉ କଣ......?

 ପ୍ରତ୍ୟେକ କବିତା କେବଳ ତୁମକୁ ନେଇ ଲେଖିବା, 

 ଇଏ ପ୍ରେମ ନୁହେଁ ତ ଆଉ କଣ.....?


Rate this content
Log in

Similar oriya poem from Abstract