STORYMIRROR

Tapan Dixit

Fantasy Abstract

2  

Tapan Dixit

Fantasy Abstract

ପ୍ରତୀକ୍ଷା

ପ୍ରତୀକ୍ଷା

1 min
14K


ତୁମେ ସିନା ଚାଲିଗଲ 

ଲମ୍ବା ଲମ୍ବା ପାହୁଣ୍ଡ ପକାଇ ….

ହେଲେ ମୁଁ ଗଣୁଛି ମୋର 

କଣ୍ଟାପିଟା ଛାତି ଶବଦକୁ 

ଛଳ ଛଳ ଆଖିଲୁହ ପିଇ ,

ସରି ସରି ବେଦନାର ବାଲୁଚରେ 

ବସିଛି ମୁଁ ତୁମପାଇଁ .....

ପ୍ରତୀକ୍ଷାର ଗଣ୍ଠିଲି ମୁଣ୍ଡେଇ .... ।।

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy