STORYMIRROR

jagabandhu sahu

Fantasy Others

4  

jagabandhu sahu

Fantasy Others

ଅମୃତ ମହୋତ୍ସବ

ଅମୃତ ମହୋତ୍ସବ

1 min
236

ସ୍ବାଧିନତାକୁ ଯେ    ପଞ୍ଚସ୍ତୁରୀ ବର୍ଷ

    ପୁରଣ ହୋଇବ ଆଜି

ଭାରତ ବଢୁଛି   ବିକାଶ କ୍ଷେତ୍ରରେ

    ଜିତୁଛି ସବୁ ଯେ ବାଜି ।


ଅମୃତ ମହୋତ୍ସବ  ପାଳୁଛି ଭାରତ

   ପଲ୍ଲୀ ଠାରୁ ଦିଲ୍ଲୀ ଯାଏ

ଘରେ ଘରେ ଆଜି ଉଡୁଛି ତ୍ରିରଙ୍ଗା

    ବୀରତ୍ବର କଥା କହେ ।


ନୂତନ ଭାରତ   ର୍ନିମାଣ କ୍ଷେତ୍ରରେ

     ଆଜି ଏଇ ସାଜସଜ୍ଜା 

ଦେଖି ଥରି ଉଠେ ଶତ୍ରୁର ଯେ ଛାତି

     ଶୁଣି ବୀରତ୍ବର ବାଜା ।


ଦେଖୁଛି ଯେ ବିଶ୍ବ  ଦେଖୁଛି ଜଗତ

    ଭାରତର ଆଜି ଶକ୍ତି

ଆକାଶକୁ ଚିରି   ଚନ୍ଦ୍ର ମଣ୍ତଳରେ

    ସାରିଲାଣି ପାଦ ଥାପି ।


ତିନିଶ ସତୁରି ଧାରାଟା ଯେ ଆଜି

    ଗଲା ସମ୍ବିଧାନୁ ହଟି

ସ୍ବାଧିନତାର ଯେ   ସ୍ବାଦ ଚାଖିଛନ୍ତି

   ସାରା କାଶିମିରୀ ବାସୀ ।


ଏକତା ରଜୁରେ  ଦେଖି ଭାରତକୁ

     ଶତ୍ରୁ ଯେ ଭୟରେ ଥରେ

ଦିଲ୍ଲୀ ଠାରୁ ପଲ୍ଲୀ  ଉଡୁଛି ତ୍ରିରଙ୍ଗା

    ଆଜି ପ୍ରତି ଘରେ ଘରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ

Similar oriya poem from Fantasy