Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debadatta Jena

Romance Inspirational Thriller

4.5  

Debadatta Jena

Romance Inspirational Thriller

ପ୍ରତିବିମ୍ବ

ପ୍ରତିବିମ୍ବ

1 min
291


ନିଃଶବ୍ଦ..

ଶବ୍ଦହୀନ ନୁହେଁ,

ଶୁଣିକି ତ ଦେଖ୍,

କହି ପାରେ,

ଶବ୍ଦ ଅନେକ..!

ନିଃଶ୍ଚୁପ

ଅର୍ଥ ହୀନ ନୁହେଁ,

ପଢି କି ତ ଦେଖ୍,,

ହୋଇ ପାରେ,

ମୂଲ୍ୟ ଅନେକ..!

ନୀରବ..

ନିର୍ବିଶେଷ ନୁହେଁ,

ବିଶେଷତ୍ୱ ଦେଖ୍,

ବିଶେଷଣ ପୂର୍ଣ୍ଣ,

ଅବିଚଳିତ..!

ଅନ୍ତର୍ଦ୍ଦ୍ୱନ୍ଦ,

ଦ୍ଵନ୍ଦାତ୍ମକ ନୁହେଁ,

ବିରୋଧାତ୍ମକ,

ନିର୍ବିରୋଧ ବନ୍,

ଶେଷ ନିର୍ବିକଳ୍ପ..!

ହଁ,ଏ ସବୁ ଶବ୍ଦର

ପ୍ରତିଶବ୍ଦ

ହୋଇ ନ ପାରେ 

ହୋଇ ତ ପାରେ,

ପ୍ରତିବିମ୍ବ,

ପ୍ରତିଶୃତି ଯୁକ୍ତ,

ନିଚ୍ଛକ..

ପ୍ରତିଫଳନ..!


Rate this content
Log in

Similar oriya poem from Romance