STORYMIRROR

Dipti lekha Mishra

Romance Inspirational Others

3  

Dipti lekha Mishra

Romance Inspirational Others

ପ୍ରଥମ ଚିଠି

ପ୍ରଥମ ଚିଠି

1 min
252


ଚିଠିର ଭାବ, ଶୈଳୀ ବୁଝିବା ଆଗରୁ

ଚିଠି ଦେଲ ମୋ ହାତରେ ରଖି

ପ୍ରେମ କରିବା ଭୁଲ ନା ଠିକ ଭାବିବା ଆଗରୁ

ଚିଠିରେ ଦେଲ ମୋତେ ଯେ ପରଖି ।


ଚିଠି ଲେଖୁ ଲେଖୁ ଲେଖି ଦେଇଥିଲି

ମନର ଅବ୍ୟକ୍ତ ଭାବନା ଯେତେ

ଏବେ ସେ ଚିଠି ଚିରି ହଜିଗଲା

ମନ ଖୋଜୁଛି ସେତିକି ସତେ ।


ତୁମ ଚିଠି ଦର ମୋ ଚିଠିଠାରୁ

ମୋ ପାଇଁ ଥିଲା ମହଙ୍ଗା

ଚିଠି ପାଇ ହୃଦ ଦେଲି ତୁମକୁ

ଚଳାଇବାକୁ ଜୀବନଡଙ୍ଗା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance