STORYMIRROR

Sujata Badajena

Romance

3  

Sujata Badajena

Romance

ପ୍ରତାରଣା

ପ୍ରତାରଣା

1 min
306

ଆଗୋ ପ୍ରିୟତମ 

ପ୍ରତାରଣା ନୁହେଁ ଏ ତ ବାସ୍ତବ କୁସୁମ 

ଏ ହସ ତ ଉଲ୍ଲାସର ନୁହେଁ 

ବିରହର ଦୁଃଖ 

ଏ ଦୁଃଖ ବି କ୍ଷଣିକ ନୁହେଁ 

ସାରା ଜୀବନଟା ଯାକ, 

ଏ ରଙ୍ଗ ବି ଇନ୍ଦ୍ରଧନୁ ସପ୍ତରଙ୍ଗ ନୁହେଁ 

ଖାଲି ତୁମ ଗୋଲାପୀ ରଙ୍ଗର ଛିଟା 

ସ୍ମୃତି ସବୁ ଏଠି ଦୁର୍ମୂଲ୍ୟ 

ବର୍ତ୍ତମାନ ଭାରି ଫିକା ଫିକା 

ଆଗୋ ପ୍ରିୟତମ 

ପ୍ରତାରଣା ନୁହେଁ ଏଇ ତ ପ୍ରେମ... 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance