STORYMIRROR

DEEPAK KUMAR PATRA

Abstract

2  

DEEPAK KUMAR PATRA

Abstract

ପ୍ରତାରଣା

ପ୍ରତାରଣା

1 min
128

ଭଲପାଇ କରି

ଭୁଲିଯାଏ ଯିଏ

ସିଏ ପରା ଅବିବେକି

ସେନେହ ବଦଳେ 

ପ୍ରତାରଣା ଦେଇ 

ପ୍ରେମିକକୁ ଦିଏ ଠକି

ଭସା ବାଦଳକୁ 

କିଅବା ଭରଷା 

ବରାଶିଵ ବୋଲି ସିଏ 

ପ୍ରେମ ତାହା ପାଖେ

କିଛି ମୁଲ୍ୟନାହିଁ 

ଛଳନା କରୁଛି ଯିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract