STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Romance Fantasy

3  

ନାୟକ ଅକ୍ଷୟ ରାଜହସ୍ତୀ

Romance Fantasy

ପ୍ରତାରିତ ଜ୍ୱାଳା

ପ୍ରତାରିତ ଜ୍ୱାଳା

1 min
269

ତୁମେ ମୋ ସରଳ ଭାବ କୁ ନା' କରି ଦେଲା ପରେ

କେବେ ଥରୁଟିଏ ଭାବିଛ ପାହାନ୍ତି ନିଦରେ,

କେମିତି ଭୁଲି ପାରିବି ସେ ମଧୁ ବର୍ଣ୍ଣବୋଧ

ଛାତି ଚିରି ପକା ଶେଷ ଶବ୍ଦ,

ଏଯାଏଁ ବି ଲିଭିନି ମନରୁ

ସେ ଆଖି ଓଠ ଭାଷ

ମୁହୂର୍ତ୍ତର ତେରଛା ହସ

ଦେଇଥିବା ଗୋଲାପ ବି ସତ ରେ କଣ କଳା ହେଇଯିବ

ଯୁଗ ଯୁଗ ପାଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance