STORYMIRROR

Gajendra Kumar sethy

Romance

3  

Gajendra Kumar sethy

Romance

ପ୍ରିୟତମା

ପ୍ରିୟତମା

1 min
221

ପ୍ରିତୀ ର ପିୟୁଷ ଆଗୋ ପ୍ରିୟତମା

ଲାଜବତୀ ରାଜକନ୍ୟା

ଅବେଳରେ କାହିଁ  ଭସାଇ ଦେଇଛ

ମୋ ଦେହେ ପ୍ରେମର ବନ୍ୟା ।

ତୁମେ ତ ଦେଇଛ ଜୀବନର ସଜ୍ଞା

ବଂଚିବାର ଯେତେ ରାହା 

ସେଇଥି ପାଇଁ ତ ବଂଚି ମୁଁ ପାରିିିଛି

ପାଇଛି ଅନେକ ସାହା ।

ଦେହାସକ୍ତ ନୁହେଁ ପ୍ରେମ ପରିଭାଷା

କାମାସକ୍ତ ନୁହେଁ ପ୍ରେମ

ସେଇଥିପାଇଁ ତ ବଦଳି ପାରେନି

ଦେଇଥିବା ସେହି ମୋର ମନ ।



Rate this content
Log in

Similar oriya poem from Romance