STORYMIRROR

BANITA SAHU

Romance

3  

BANITA SAHU

Romance

ପ୍ରିୟତମା

ପ୍ରିୟତମା

1 min
167

ହଁ ତମେ ମତେ ଜାଣ

ମୁଁ ବି ତମକୁ ଜାଣେ ।

ଏବେ ତମେ ମୋର ନିହାତି ନିଜର

ଜୀବନରେ କେବେ ନଦେବି ଜହର ।

ସାଥି ହୋଇ ରହିଥିବି ତୁମ ଜୀବନରେ

ରଖିଥିବି ସଧା ତୁମକୁ ମୋ ହୃଦୟରେ ।

ଓଠରେ ନୁହଁ ଆଖିର ଇସାରା ଦେଇ

ଦୁନିଆର ଖୁସିକୁ ପାଦତଳେ ଢାଳିଦେବି ଯାଇ ।

ବିଶ୍ବାସ କର ବା ନକର ହୃଦୟ ମୋ ତମ ପାଦତଳେ

ଆପଣାର କର ଅବା ମୋତେ ମାର

ଶେଷରେ ଏତିକି ତୁମେ ମୋର ମୁଁ ତୁମର ।


Rate this content
Log in

Similar oriya poem from Romance