STORYMIRROR

Monalisha Panda

Romance

3  

Monalisha Panda

Romance

ପ୍ରିୟତମା

ପ୍ରିୟତମା

1 min
241

ପ୍ରିୟତମା ତମେ ମୋର

ଭାରି ଫୁଲେଇ ସେ ଭାରି ଲାଜେଇ

ଯେତେ ଥର ଦେଖେ ତୁମକୁ

ପାରେନାହିଁ ଆଖି ରେ ଆଖି ମିଶେଇ ।।


ପୁନେଇଁ ଜହ୍ନ ପରି ପ୍ରିୟା ଗୋ ମୋର

ଦେଖିବାକୁ ଅଟେ ସେ ଭାରି ସୁନ୍ଦର

ବାନ୍ଧି ରଖିଛି ମତେ ଆଜି ତା ନଜର

ହୋଇଯାଇଛି ଆଜି ମୁଁ ତା ପ୍ରେମୀ କଳାକାର ।।


ସିଏ ମୋ ପ୍ରିୟତମା

ମୁଁ ତା ପ୍ରେମ ପୂଜାରୀ

ଦୁନିଆ ରେ ଅଛି ଯେତେ ଝିଅ

ମୋ ପ୍ରିୟା ପରି କେହି ନାହିଁ ସୁନ୍ଦରୀ ।।


ଯେତେ ମୁଁ କରିବି ତା ବର୍ଣନା

ମନ ନ ପୂରିବ ମୋର

ଆଉ ଦୁଇ ପଦ ଲେଖି ଦେବା ପାଇଁ

ମନ କହେ ବାର ବାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance