Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Monalisha Panda

Classics Children

3.6  

Monalisha Panda

Classics Children

ଗୁରୁ

ଗୁରୁ

1 min
218


ପ୍ରଥମ ଗୁରୁ ଭାବେ ପିତା ଓ ମାତା

ଅଟନ୍ତି ଛାତ୍ର ର ଭବିଷ୍ୟ ନିର୍ମାତା

ଦ୍ବିତୀୟ ଗୁରୁ ରୂପେ ଆସନ୍ତି ଶିକ୍ଷକ

ହୋଇଥାନ୍ତି ଶିଷ୍ୟ ର ପଥ ପ୍ରଦର୍ଶକ

ଗୁରୁ ନୁହଁନ୍ତି ସାଧାରଣ ମଣିଷ

ଗୁରୁ ପରା ଆମ ନିତ୍ୟ ଆଦର୍ଶ

କେତେ ଶିଷ୍ୟ ପହଞ୍ଚିଛନ୍ତି ଶୀର୍ଷ ସ୍ଥାନରେ

ଏ ସବୁ ସମ୍ଭବ କେବଳ ଗୁରୁ ଙ୍କ ଆଶୀର୍ବାଦ ରେ

ପ୍ରାଚୀନ କାଳର ସେ ଗୁରୁ ଶିଷ୍ୟ ସମ୍ପର୍କ

ଗୁରୁ ଙ୍କ ଆଦେଶ କୁ କରୁଥିଲେ ଶିରୋଧାର୍ଯ୍ୟ

ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ଦିନ

ଧୂପ, ଦୀପ, ନୈବେଦ୍ୟ ରେ କରନ୍ତି ଗୁରୁ ପୂଜା ଛାତ୍ର ଛାତ୍ରୀ ଗଣ ।

ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜନ୍ମ ତିଥି ରେ

ପାଳିତ ହେଉଛି ଗୁରୁ ଦିବସ ସାରା ଭାରତରେ

ଗୁରୁ ନିନ୍ଦା କଲେ ହେବ ନର୍କ ବାସ

ଗୁରୁ ଙ୍କୁ ମଣିବା ସଦା ଈଶ୍ବର ସଦୃଶ ।


Rate this content
Log in

Similar oriya poem from Classics