STORYMIRROR

Monalisha Panda

Tragedy Children

2  

Monalisha Panda

Tragedy Children

ନିରୀହ ଶିଶୁ

ନିରୀହ ଶିଶୁ

1 min
122


ସାନ ଭାଇ କୁ କୋଳ ରେ ଧରି 

ନିରୀହ ଶିଶୁ ଟି ବସିଛି ଭାବି 

କେଉଁ ଜନମ ରେ କରିଥିଲା କି ପାପ

ଏ ଜନମେ ଦେଖିଲା ମୃତ ବାପା ମା ଙ୍କ ଛବି ।


ଚାଲିଗଲେ ପିତା ମାତା ଏ ଶୈଶବ କାଳେ

କୁନି ଭାଇ କୁ ଦେଇ ତା କୋଳେ

କି କଷ୍ଟ ରେ ଆଜି ସେ ଚଳେ

ଦେଖୁଥିବେ ବାପା ମା ଥାଇ ଉପରେ ।


ଭରିଯାଏ ଆଖି ତା'ର ଲୁହ ରେ

ପ୍ରାର୍ଥନା କରୁଛି ସେ ଛଳ ଛଳ ଆଖିରେ

ଶୁଣିଯାଅ ପ୍ରଭୁ ତା'ର ଗୁହାରି

ଛୋଟ ଶିଶୁ ର ଆଶା ଅସୁମାରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy