STORYMIRROR

Chittaranjan Lenka

Abstract

3  

Chittaranjan Lenka

Abstract

ପ୍ରିୟାର ଖେଳ ମୋ ପାଇଁ କାଳ

ପ୍ରିୟାର ଖେଳ ମୋ ପାଇଁ କାଳ

1 min
13.1K


ଲିଭିବା ପୂର୍ବରୁ        ଦୀପ ଶିଖା ମୋର

ଢାଳୁଅଛୁ ଟିକେ ତେଲ

ଧପ ଧପ ହୋଇ       ଦୀପ ଜଳୁଥିଲେ

କେତେ ହୁଏ କଲବଲ???


ମରିବାକୁ ମୋତେ       ଦେଉ ନାହୁଁ ପୁଣି

ବଞ୍ଚାଉ ନାହୁଁ ଭଲରେ

କି ଲାଭ ତୁ ସତେ    ପାଉ ଏ ଖେଳରେ

କହିଦେ ତୁ ମୋତେ ଥରେ???


ଚିତ୍ତ ରଞ୍ଜନ ଲେଙ୍କା(କଟକ)©


Rate this content
Log in

Similar oriya poem from Abstract