STORYMIRROR

Pratima Panda

Abstract

3  

Pratima Panda

Abstract

ପରିକ୍ରମଣ

ପରିକ୍ରମଣ

1 min
43

ମୋ ପୃଥିବୀକୁ ଗୋଟାପଣେ

ତୁମହାତକୁ ଟେକିଦେଲାପରେ

ଆରମ୍ହ ହୋଇଛି ମୋ ସୃଷ୍ଟିର ପରିକ୍ରମଣ,

ସେ ଦିନୁ ଘୁରି ଚାଲିଛି ତୁମ ଚାରିପଟେ

ତୁମ ମହାକର୍ଷଣ ର ଆକର୍ଷଣରେ ,

ଘୂରି ଚାଲିଥିବ ଏ ଆତ୍ମାର ବିଳୟ ଯାଏଁ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract