STORYMIRROR

Amitav Sahu

Inspirational Others

5.0  

Amitav Sahu

Inspirational Others

ପରିଚୟ

ପରିଚୟ

1 min
13.6K


ଚିହ୍ନି ପାରିଲିନି ବୋଲିତ

ପଚାରିଲି ତୁମେ କିଏ ?

ଏମିତି ବି ପରିଚିତଙ୍କୁ

ଆପେ ଆପେ ଚିହ୍ନି ହୁଏ

ପଚାରିବାକୁ ପଡେନା ଠିକଣା ।

ପରିଚୟ କ’ଣ ?

ସେ ତ ସ୍ଵତଃ ସ୍ପୁରିତ

ନିଜ କର୍ମ ଓ କୃତିତ୍ଵରେ

ଯାହା ପରିଚୟ ନୁହେଁ

ପରିଚିତ ହୋଇଯାଆନ୍ତି ଅଚିହ୍ନା ଅଜଣା ।।


ଅମିତାଭ ସାହୁ

କଳମ୍ବ, ପୋଲସରା, ଗଞ୍ଜାମ – ୭୬୧୧୦୫

ମୋ - ୯୪୩୮୨୬୫୮୧୮


Rate this content
Log in

Similar oriya poem from Inspirational