ପରିବର୍ତ୍ତନ
ପରିବର୍ତ୍ତନ
ହତାଶ ମୁହୂର୍ତ୍ତରେ ମୁଁ
ଯେବେ ଈଶ୍ୱରଙ୍କୁ ଖୋଜେ
ନିରାଶ ମୁହୂର୍ତ୍ତରେ ମୁଁ ଯେବେ
ଈଶ୍ୱରଙ୍କୁ ଖୋଜେ
ଆଉ କହେ ହେ ଈଶ୍ୱର
ଟିକେ ସାହସ ଆଉ ଶକ୍ତି ଦିଅ
ଜୀବନ ସଂଗ୍ରାମରେ ଜିତିବା ପାଇଁ
ମୁଁ ଯେବେ ଈଶ୍ୱରଙ୍କୁ ଖୋଜେ
ପ୍ରତିଟି ନୀରବତା ହିଁ ହୁଏ
ପ୍ରଶ୍ନ ମୋର ଈଶ୍ୱରଙ୍କୁ
ହେ ଈଶ୍ୱର ସାହସ ଦିଅ
ଶକ୍ତି ଦିଅ ଜୀବନ ରୂପକ
ବାଜିକୁ ଜିତିବା ପାଇଁ
ନୀରବ ମୁହୂର୍ତ୍ତରେ
ମନେ ପଡ ତମେ
ମନର ପରିବର୍ତ୍ତନ ପାଇଁ ।