STORYMIRROR

Gayatri Singh

Abstract Romance Classics

4  

Gayatri Singh

Abstract Romance Classics

ପରିଭାଷା

ପରିଭାଷା

1 min
172


ଆଖିର ଭାଷାକୁ ବୁଝିପାର ବୋଲି

ତୁମକୁ ପାଇଲି ଭଲ

ମନର କଥାକୁ କହିବା ଆଗରୁ

ତମ ଓଠ ଖୋଲିଦେଲ ।

ପ୍ରେମର ଝରଣା ଝରିଗଲା

ଖୁସିର ଫଲଗୁ ବହିଗଲା

ତମ ହାତ ଉପରେ ହାତ ଦେଲି ଥୋଇ

ସଂସାର ଟା ମୋର ହୋଇଗଲା

ଏ ରାତି ଥିବ, ଏ ଜହ୍ନ ଥିବା ଏ ମନ ଥିବ

ଦିନ କିନ୍ତୁ ସରିଯିବ

ଆମ ପ୍ରେମ ସଂସାର ରେ ଚିରକାଳ ରହିଥିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract