STORYMIRROR

KSHIRADRI SAHU

Inspirational

3  

KSHIRADRI SAHU

Inspirational

ପରିବେଶ ସୁରକ୍ଷା

ପରିବେଶ ସୁରକ୍ଷା

1 min
202


                                    


    

ସୂରୁଜ ଉଇଁଲେ ସକାଳ ହୁଅଇ

   ବହେ ଶୀତଳ ପବନ

    ଚାରିଆଡେ ଦିଶେ ସଫାସୁତରା ଯେ

       ପ୍ରଫୁଲ ହୁଅଇ ମନ ।

        ବାଡ଼ି ଅଗଣାରେ ନାନାଜାତି ଗଛ

           ଫୁଲ ଫଳେ ଥାଏ ଭରି

           ସକାଳ ପବନ ସୁବାସିତ ହୋଇ

             ଚାରି ଦିଗକୁ ଯାଏ ପ୍ରସରି ।

             ଖୋଲା ପବନରେ ଅମ୍ଳଜାନ ଆମ

               ଦେହକୁ ଯାଏ ସଂଚାରୀ 

               ପ୍ରାତ ଭ୍ରମଣ ଟି ବଡ଼ ଉପକାରୀ

              &

nbsp;  ଥିବଟି ମନରେ ଧରି ।

                 ଚାରିଆଡେ ଯଦିସଫାସୁତରା କୁ

                   ନଜର ଦେବା ଟି ଆମେ

             

ପରିବେଶ ଆମ ସୁନ୍ଦର ଦିଶିବ

  ମନ ପ୍ରଫୁଲିତ ତେବେ ।

   ଏଣେତେଣେ ଯଦିଆଳିଆକୁଆମେ

    ପକାଇ ଚାଲିଣ ଥିବା

     ପରିବେଶ ଆମ ପୂତି ଗନ୍ଧ ମୟ

       ଶୁଦ୍ଧ ପବନ କାହୁଁ ପାଇବା ।

        ବିଶୁଦ୍ଧ ପବନ ପାଇବାକୁ ହେଲେ

         ବୃକ୍ଷ ମାନଙ୍କର ଲୋଡ଼ା

           ଆସ ଆଜି ଆମେ ବୃକ୍ଷ ଲଗାଇଣ

             ଭରି ଦେବା ଆମ ବେଢ଼ା ।

                           

    


Rate this content
Log in

Similar oriya poem from Inspirational