Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Drama Action

3.0  

Sunanda Mohanty

Abstract Drama Action

ପରିବାର

ପରିବାର

1 min
168


ଜଣେ ମତେ ପଚାରିଲେ 

କହିବେ କି ସତ 

ଲେଖାଲେଖି କରିବାରେ 

ପ୍ରେରଣା କୋଉଠୁ ପାଇଲେ କୁହନ୍ତୁତ 

ପ୍ରଥମେ ମୋ ବାପା, ତାଙ୍କରି ପ୍ରେରଣା 

ବତାଇଛି ନିଜକୁ ନିଜେ ଚିହ୍ନିବା ଠିକଣା 

ଏଯାବତ ଯାହା ଲେଖିଛି ଶବ୍ଦ ସମାହାର 

ବାର୍ତ୍ତା କିଛି ରହୁ କହନ୍ତି ସ୍ୱାମୀ ମୋର 

ପୁଅଝିଅ ଫୋନ ଦେଇ ଶିଖାନ୍ତି ବେଭାର 

ତେଣୁ କହିବି ଏତିକି ଯେ ପ୍ରେରଣା 

କେବଳ ମୋ ପରିବାର, ମୋ ପରିବାର ।


Rate this content
Log in

Similar oriya poem from Abstract