Gyanaranjan Sahoo
Tragedy
ସୁନ୍ଦର ରାତିର ହୁନ୍ଦର ତାତି
ଝୁରେ ଅଭିଶପ୍ତା ନିତି ନିତି
ଖୋଜିବାକୁ ତୃପ୍ତି ଶାନ୍ତି
ଖୋଲେ ତା' ବେଦନା ପନ୍ତି ।
ହଜିଛି ଏମନ୍ତ ବିବର୍ଣ୍ଣ ବସନ୍ତ
ନ ପାଏ ତାହାର ଛାଇ
ସତ୍ତାକୁ ନିଜର କେଉଁଠି ଖୋଜିବ
ସେ ତ ପ୍ରଗଳ୍ଭା ରାତିର ନଈ ।
ଭାଗ୍ୟୋଦୟ
ତେର ନମ୍ବର
ପ୍ରେମରୋଗୀ
ଅମୂଲ୍ୟ ପ୍ରେମ
ଅବ୍ୟକ୍ତ
ଜୀବନ ରାଗ ୩୪
ଜୀବନ ରାଗ ୩୩
ଅଭାଗା ମଣିଷ
ମୃତ୍ୟୁର କୋଳରେ
ବାତ୍ୟା ଓ ଓଡ଼ି...
ଝଡ଼ର ପ୍ରକୋପେ ପବନର ଛାଟେ ପାହାଡ଼ ଶିଖରେ ବାଜି ପରି ରାଇଜରେ ସପନ ପରିକା ବାତ୍ୟା ରେ ଯାଏ ମୁଁ ହଜି ଝଡ଼ର ପ୍ରକୋପେ ପବନର ଛାଟେ ପାହାଡ଼ ଶିଖରେ ବାଜି ପରି ରାଇଜରେ ସପନ ପରିକା ବାତ୍ୟା ରେ...
ଜୀବନ ଯୁଦ୍ଧରେ ମହତ କାର୍ଯ୍ୟରେ ଯେ ପ୍ରାଣୀ ରୁହେ ନିରତ ଈଶ୍ୱର ସାନଧ୍ୟ ଲାଭ କରିଥାଏ ଜୀଵ ଚକ୍ ଜୀବନ ଯୁଦ୍ଧରେ ମହତ କାର୍ଯ୍ୟରେ ଯେ ପ୍ରାଣୀ ରୁହେ ନିରତ ଈଶ୍ୱର ସାନଧ୍ୟ ଲାଭ କରିଥାଏ...
ଏ ସଂସାର ଯଦି ହୁଏ ରଙ୍ଗମଞ୍ଚ ଆମେ ଯଦି କଳାକାର, ଭଗବାନଙ୍କର ନିର୍ଦ୍ଦେଶ ମାନିବା କର୍ତ୍ତବ୍ୟ ଏ ସଂସାର ଯଦି ହୁଏ ରଙ୍ଗମଞ୍ଚ ଆମେ ଯଦି କଳାକାର, ଭଗବାନଙ୍କର ନିର୍ଦ୍ଦେଶ ମାନିବା ...
ଚପଲ୍ ଚପଲ୍
ଦୀର୍ଘ ପାଞ୍ଚବର୍ଷର ଆତ୍ମଦହନରୁ ଟିକିଏ ଆଶ୍ୱସ୍ତି ମିଳେ କ୍ଷେତ ମାଉସୀର ଘରଟି ଦେଖି । ଦୀର୍ଘ ପାଞ୍ଚବର୍ଷର ଆତ୍ମଦହନରୁ ଟିକିଏ ଆଶ୍ୱସ୍ତି ମିଳେ କ୍ଷେତ ମାଉସୀର ଘରଟି ଦେଖି ।
ସନ୍ଧି ସନ୍ଧି
ଆନନ୍ଦର ଉଜ୍ଜ୍ବଳ ମୁଖରେ ସାରା ଜଗତକୁ ଆଲୋକର ସୁଖ ଦେଇ ଶୀତଳତାର ପରଶ ଦେଇ କୋଟିକୋଟି ଶିଶୁଙ୍କ ମାମୁଁ ରୂପରେ... ଆନନ୍ଦର ଉଜ୍ଜ୍ବଳ ମୁଖରେ ସାରା ଜଗତକୁ ଆଲୋକର ସୁଖ ଦେଇ ଶୀତଳତାର ପରଶ ଦେଇ କୋଟିକୋଟି...
ନିଦରେ ନିଦରେ
ଦାଦନ ଦାନବ ଦାଦନ ଦାନବ
ବିନାଶ କରି ଅସୁର ସୁର କରିଲ ଉଦ୍ଧାର। ସୁରେଶ୍ଵରୀ ଦେବମାତା ବନ୍ଦନୀୟା ଏ ଧରାର।। ଦୁର୍ବଳକୁ ବଳ ଦେଉ ଗରିବକୁ ଧନ।... ବିନାଶ କରି ଅସୁର ସୁର କରିଲ ଉଦ୍ଧାର। ସୁରେଶ୍ଵରୀ ଦେବମାତା ବନ୍ଦନୀୟା ଏ ଧରାର।। ଦୁର୍ବଳ...
ସତ୍ୟ ଉନ୍ମୋଚନ କରିବା ସାହିତ୍ୟିକ ର ହେଉ ମୁଖ୍ୟ ପ୍ରସଙ୍ଗ ତା ପରେ ଚିନ୍ତିବା ନୀତି ଆଦର୍ଶ ର ... ସତ୍ୟ ଉନ୍ମୋଚନ କରିବା ସାହିତ୍ୟିକ ର ହେଉ ମୁଖ୍ୟ ପ୍ରସଙ୍ଗ ତା ପରେ ଚିନ୍ତିବା ନ...
ଏ ବୟସ କଣ ଚାଲିଯିବାର କି ? କେଉଁଠି ଗଲୁ ତୁ ହଜି, ଲୁହ କୋହ ଦେଇ ଚାଲିଗଲୁ ତୁହି ଅଫେରା ଅତିଥି ଏ ବୟସ କଣ ଚାଲିଯିବାର କି ? କେଉଁଠି ଗଲୁ ତୁ ହଜି, ଲୁହ କୋହ ଦେଇ ଚାଲିଗଲୁ ତୁହି ...
ପ୍ରେମର ସଉଦାଗର ପ୍ରେମର ସଉଦାଗର
ବନ୍ଧୁତା ବନ୍ଧୁତା
ଲୋଡ଼ା ନାହିଁ ମୋର ଇନ୍ଦ୍ରପଦ ଅବା ବିଶ୍ବର ସକଳ ସମ୍ପଦ ଝାଟିମାଟି ଘରେ ମୋ ପଖାଳ କଂସାରେ ମୋ ସୁଖ ନିହିତ ଲୋଡ଼ା ନାହିଁ ମୋର ଇନ୍ଦ୍ରପଦ ଅବା ବିଶ୍ବର ସକଳ ସମ୍ପଦ ଝାଟିମାଟି ଘରେ ମୋ ପଖାଳ କଂସାରେ ମୋ ...
ଆସିରଗଡ଼ରେ ସଂଗ୍ରାମୀ ସୁରେନ୍ଦ୍ର ହରାଇଲେ ପଛେ ପ୍ରାଣ, ଗୋଲାମୀ ଶାସକ ନିକଟରେ ମୁଣ୍ଡ ନୁଇଁଲେନି କେଉଁଦି ଆସିରଗଡ଼ରେ ସଂଗ୍ରାମୀ ସୁରେନ୍ଦ୍ର ହରାଇଲେ ପଛେ ପ୍ରାଣ, ଗୋଲାମୀ ଶାସକ ନିକଟରେ ମୁଣ୍ଡ ନୁଇଁଲେ...
ଝୁରି ଝୁରି ମୋର ଜୀବନ ଯାଉଛି କପଟ ପ୍ରେମେ ତୁମରି । ଝୁରି ଝୁରି ମୋର ଜୀବନ ଯାଉଛି କପଟ ପ୍ରେମେ ତୁମରି ।
ନିଜ ମାଟି ନିଜ ପାଇଁ ପାଲଟୁ ବୈକୁଣ୍ଠ ଦୂର ହେଉ ସମୟର ଦାଦନ ସଙ୍କଟ ।। ନିଜ ମାଟି ନିଜ ପାଇଁ ପାଲଟୁ ବୈକୁଣ୍ଠ ଦୂର ହେଉ ସମୟର ଦାଦନ ସଙ୍କଟ ।।
ଅଧରେ ଫୁଟାଅ ହସ ଅଧରେ ଫୁଟାଅ ହସ
ଜଣେ ନାରୀର ଅନ୍ତଃସ୍ୱର.... ଜଣେ ନାରୀର ଅନ୍ତଃସ୍ୱର....