STORYMIRROR

Rasmita Hembram

Romance

3  

Rasmita Hembram

Romance

ପ୍ରେୟସୀ ବିନା ଅଧୁରା

ପ୍ରେୟସୀ ବିନା ଅଧୁରା

1 min
241

ପ୍ରେମ ବିନା ଅଧୁରା ପ୍ରଭୁଙ୍କ ର ପୂଜା

ଶକ୍ତି ବିନା ଅଧୁରା ଶିବ ଙ୍କ ର ଶ୍ରଦ୍ଧା

କ୍ରୁଷ୍ଣା ବିନା ଅଧୁରା କ୍ରୁଷ୍ଣ ଙ୍କ ର ବାଂଶୁରୀ

ମେଘ ବିନା ଅଧୁରା ଚାତକ ର ଚାହାଣୀ

ନଦୀ ବିନା ଅଧୁରା ସାଗର ର ଗଭୀର

ମୋତି ବିନା ଅଧୁରା ସାମୁକା ର ଶରୀର

ଆଉ

ପ୍ରେମିକା ବିନା ଅଧୁରା ପ୍ରେମିକ ର କାହାଣୀ

ପ୍ରେମିକା ହୁଏ ଯଦି ପ୍ରେମମୟୀ

ତେବେ ସଂସାର ହେବ ସ୍ୱର୍ଣ୍ଣମୟୀ I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance