STORYMIRROR

Rasmita Hembram

Abstract

3  

Rasmita Hembram

Abstract

ବିନ୍ଦୁଏ ସିନ୍ଦୁର

ବିନ୍ଦୁଏ ସିନ୍ଦୁର

1 min
166

ଅଳ୍ପ ମୂଲ୍ଯେ ଦୋକାନ ରେ

ମିଳିଯାଏ ସିନ୍ଦୁର ,

ଅମୂଲ ମୂଲ ହୁଏ ମୂଲ୍ଯ ତା'ର,

ଯେବେ ଲାଗେ ସିନ୍ଥି ରେ ନାରୀ ର

କିଏ କହେ ଏହାକୁ ଯେ

ରଙ୍ଗ ଟିଏ ଜାଣ,

କିଏ କହେ ଏହାକୁ ଯେ

ମୁରୁଜ ରେ ବୁଣ

କିନ୍ତୁ

ଜଣେ ସଧବା ହିଁ ଜାଣିଥାଏ

ତା ପାଇଁ ଏହା କ'ଣ

'ବିନ୍ଦୁଏ ସିନ୍ଦୁର' ହୋଇ,

ବନିଯାଏ ତାର ପ୍ରାଣ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract