STORYMIRROR

Rasmita Hembram

Abstract Fantasy

2  

Rasmita Hembram

Abstract Fantasy

କଳିକା

କଳିକା

1 min
114

ଶିଶୁ ହସିଲେ ଦୁନିଆ ହସେ ,

ଯତନେ ତାକୁ ବଢାଅ ଭଲେ II

ଆଜିର କଳିକା ସେ, କାଲିର ଭବିଷ୍ୟ ,

ବଡ ହେଲେ ଦିନେ, ଟେକ ରଖିବ ଅବଶ୍ୟ II

ଟିକି ପ୍ରଜାପତି ସାଜି ସେ, ଚକା ଭଉଁରୀ ଖେଳେରେ,

ଦେଖିବ ତମେ ଦିନେ ,ଯେବେ ଉଡିବ ସେ ଆକାଶେ II

ଟିକି ମନେ ତା ଟିକି କଳ୍ପନା, ଅନା ବନା ପୁଣି କେତେ ଭାବନା ,

ଆଜିର ତାର କୁନି ସପନ କାଲି ଗଢିଦେବ ସୁନେଲୀ ଦିନ II



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract