I LIKE ALL TYPES OF CREATIVITY THINGS...
ଯେବେ ତୋ ଆଗେ ଜଳିଲି କଳା ଶ୍ରୀ ମୁଖ ମୁଁ ଦେଖିଲି ନାଲି ଓଠ ର ମୁରୁକି ହସେ ବନ୍ଧା ପଡିଗଲି ତୋହରି ଯେବେ ତୋ ଆଗେ ଜଳିଲି କଳା ଶ୍ରୀ ମୁଖ ମୁଁ ଦେଖିଲି ନାଲି ଓଠ ର ମୁରୁକି ହସେ ବନ୍ଧା ...
ଜଣେ ସଧବା ହିଁ ଜାଣିଥାଏ ତା ପାଇଁ ଏହା କ'ଣ 'ବିନ୍ଦୁଏ ସିନ୍ଦୁର' ହୋଇ, ବନିଯାଏ ତାର ପ୍ରାଣ ଜଣେ ସଧବା ହିଁ ଜାଣିଥାଏ ତା ପାଇଁ ଏହା କ'ଣ 'ବିନ୍ଦୁଏ ସିନ୍ଦୁର' ହୋଇ, ବନିଯାଏ ତା...
ଭୁଲ୍ ଠିକ୍ ର ବାଟ ସେତେବେଳେ ବୁଝିବାକୁ ହିଆ ବଳାଏନା ଭୁଲ୍ ଠିକ୍ ର ବାଟ ସେତେବେଳେ ବୁଝିବାକୁ ହିଆ ବଳାଏନା
ମନ ବିବେକ ର ଯୁକ୍ତି ତର୍କ ରେ କିଏ ଜିତେ ପୁଣି କିଏ ହାରେ ରେ , ସମୟ ର ଚକ ଘୁରେ ଘରି ଘିରି କୋଉ ମେ ମନ ବିବେକ ର ଯୁକ୍ତି ତର୍କ ରେ କିଏ ଜିତେ ପୁଣି କିଏ ହାରେ ରେ , ସମୟ ର ଚକ ଘୁରେ ଘରି ଘି...
ସାହିତ୍ଯ ସାଥେ ବ୍ଯାକରଣ ଚିତ୍ର,କୁଇଜ୍ ର କେତେ ଗୁଣ l ସାହିତ୍ଯ ସାଥେ ବ୍ଯାକରଣ ଚିତ୍ର,କୁଇଜ୍ ର କେତେ ଗୁଣ l
ଗାଳ୍ପିକ ପ୍ରାବନ୍ଧିକଙ୍କ କଳ୍ପନାକୁ ସେ ସଜାଏ କେତେ ଅଳଂକାରେ ଉଦରରୁ ଆସି ମୁନରୁ ଝରି ସେ କାଗଜ ଉପରେ... ଗାଳ୍ପିକ ପ୍ରାବନ୍ଧିକଙ୍କ କଳ୍ପନାକୁ ସେ ସଜାଏ କେତେ ଅଳଂକାରେ ଉଦରରୁ ଆସି ମୁନରୁ ଝରି ସେ...
ପରକୁ କରିଲା ଆପଣା ଏଡେ ବଡ ତ୍ଯାଗ ଦେଇଯେ ପାରଇ ସଂସାରେ ନା ତା ଝିଅ ତ୍ଯାଗର ଭଣ୍ଡାର ପରକୁ କରିଲା ଆପଣା ଏଡେ ବଡ ତ୍ଯାଗ ଦେଇଯେ ପାରଇ ସଂସାରେ ନା ତା ଝିଅ ତ୍ଯାଗର ଭଣ୍ଡାର
ଥକିପଡୁନୁ କେବେ ଦାେଷ ବି ଦେଉନୁ କାହାକୁ ଭୁଲ ଠିକ୍ ର ହିସାବ ନିକାଶ କରି ଦାେଷୀକୁ ଚଢାଉ ଫାଶି ଖୁଣ୍ଟରେ । ଥକିପଡୁନୁ କେବେ ଦାେଷ ବି ଦେଉନୁ କାହାକୁ ଭୁଲ ଠିକ୍ ର ହିସାବ ନିକାଶ କରି ଦାେଷୀକୁ ...
ଆଜିର କଳିକା ସେ, କାଲିର ଭବିଷ୍ୟ , ବଡ ହେଲେ ଦିନେ, ଟେକ ରଖିବ ଅବଶ୍ୟ ଆଜିର କଳିକା ସେ, କାଲିର ଭବିଷ୍ୟ , ବଡ ହେଲେ ଦିନେ, ଟେକ ରଖିବ ଅବଶ୍ୟ
କେବେ କେବେ ପୁଣି ଏହା ବତାସର ହୁ ହୁ ଶବଦ , ବନ୍ଯାର ଘୋ ଘୋ ନିନାଦ , ଭୂ-କମ୍ପର ଛାତି ଥରା ପ୍ରମାଦ , କେବେ କେବେ ପୁଣି ଏହା ବତାସର ହୁ ହୁ ଶବଦ , ବନ୍ଯାର ଘୋ ଘୋ ନିନାଦ , ଭୂ-କମ୍ପର ଛାତି ଥରା ପ...