STORYMIRROR

Rasmita Hembram

Classics

2  

Rasmita Hembram

Classics

ଦି' ଛକି ରେ ଜୀବନ

ଦି' ଛକି ରେ ଜୀବନ

1 min
231

ବଡ ଦହଗଞ ଜୀବନ ଇୟେ

ଜଞାଳ, ଯନ୍ତ୍ରଣା ର ରାହା ଇୟେ ,

କେବେ ଉଠାଣି କୁ ଗଡାଣି କେବେ

ଦି' ଛକି ରେ ପରା ଜୀବନ ଇୟେ ,

ମନ ବିବେକ ର ଯୁକ୍ତି ତର୍କ ରେ

କିଏ ଜିତେ ପୁଣି କିଏ ହାରେ ରେ ,

ସମୟ ର ଚକ ଘୁରେ ଘରି ଘିରି

କୋଉ ମୋଡ ରେ ସେ ଦିଏ ଠିଆକରି ,

ଦୁଃଖ ଦହନ ର ପାଦ ଥିରି ଥିରି

ବାଟ ସ୍ଥିର କରି ଆଗେ ଚାଲେ ପୁଣି


Rate this content
Log in

Similar oriya poem from Classics