STORYMIRROR

Rasmita Hembram

Fantasy Inspirational

3  

Rasmita Hembram

Fantasy Inspirational

କଲମ

କଲମ

1 min
355

ମନର ଭାବକୁ ସାଦା କାଗଜରେ

ଲେଖା ରୂପେ ପରିପ୍ରକାଶ କରେ ll

ଖଣ୍ଡାର ଧାରଠୁ ଶତ ତୀକ୍ଷ୍ଣ ସେ

ତୀର ର ବେଗ ଠୁ ଦ୍ରୁତତମ ll

କବି ଲେଖକଙ୍କ ଅତି ପ୍ରୀୟ ସେ

ତାଙ୍କ ଭାବନାକୁ ଦିଏ ନୂଆ ରୂପ ll

ଗାଳ୍ପିକ ପ୍ରାବନ୍ଧିକଙ୍କ କଳ୍ପନାକୁ ସେ

ସଜାଏ କେତେ ଅଳଂକାରେ

ଉଦରରୁ ଆସି ମୁନରୁ ଝରି ସେ

କାଗଜ ଉପରେ ସଜେଇ ହୁଏ

ତା କାଳି ରଙ୍ଗରେ କେତେ ଭାବକୁ ସେ

ନା ନା ରୂପେ ଆଙ୍କିଦିଏ

କେବେ କନ୍ଦାଏ ତ କେବେ ହସାଏ ସେ

ପୁଣି କେବେ ମନ ଝୁମେଇ ଦିଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy