Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmita Hembram

Others

5.0  

Rasmita Hembram

Others

ବହି

ବହି

1 min
296


ରଙ୍ଗ ବେରଙ୍ଗ ଛବି ତାହାର

ଭଳି କି ଭଳି ନାମ ଯାହାର ll

ପଢିଲେ ହେବୁ ଗୁଣିଜନ

ପାଇବୁ କେତେ ନୂଆ ଜ୍ଞାନ ll

କାଗଜେ ସେ ତ ଛାପା ହୁଏ

କେତେ କଥା ତା ଦେହେ ରୁହେ ll

ଗଳପ, କବିତା,ଶିଶୁଗୀତ

ବିଜ୍ଞାନ ,ଭୂଗୋଳ, ଗଣିତ ll

ପ୍ରବନ୍ଧ, ଗ୍ରନ୍ଥ ,ଉପନ୍ଯାସ

ଇତିହାସ ଯେ ଗାଏ ଗୀତ ll

ସାହିତ୍ଯ ସାଥେ ବ୍ଯାକରଣ

ଚିତ୍ର,କୁଇଜ୍ ର କେତେ ଗୁଣ ll

ଦେଶ ବିଦେଶ କଥା ପୁଣି

ଗାଁ ,ଦାଣ୍ଡ ଗାଥା ଭଜୁଥାଏ ll

ପଢିଲେ, ଶୁଣିଲେ ମନ ମଜ୍ଜେ

ଭାବ ବୁଝି ଭାବମୟ ହୁଏ ll

ଧନ୍ଯ ତୋହର ଜନ୍ମ ଦାତା

ତ ସାଥେ ଥାଉ ମୋ ବନ୍ଧୁତା ll


Rate this content
Log in