"ଦୁଇ ପଦ ମିଠା କଥା ଖିଏ ହସ ହିଁ ତ ପର କୁ ଆପଣା ର କରେ , ଶତ୍ରୁ କୁ ବି ମିତ୍ର ବନାଇ ପାରେ l"
Rasmita Hembram
''Mrutyu ହିଁ ତ ଜୀବନ ର ଏକ ମାତ୍ର ସତ୍ଯ ,ଜୀବନ ର ବାସ୍ତବତା l ଯାହାକୁ ଆପଣାଇ ଜୀବନ ଜଞାଳ ରୁ ମୁକ୍ତ ହୋଇ ମଣିଷ ଶାନ୍ତି ରେ ଶୋଇଥାଏ l"
"ଅନୁତାପ ହିଁ ଜୀବନ ର ସର୍ବଶ୍ରେଷ୍ଠ ଶିକ୍ଷକ l"
Rasmita Hembram