STORYMIRROR

Gadadhar Sahoo

Abstract

2  

Gadadhar Sahoo

Abstract

ପ୍ରେରଣା

ପ୍ରେରଣା

1 min
234

ଆରମ୍ଭ କେଉଁଠୁ

କିଏ କହିପାରିବ

ହେଇ ପାରେ

କାହାର କେଉଁ କଥା

ମନ ହ୍ରୁଦୟକୁ ଛୁଇଁ ଗଲେ

ତାହାହିଁ ପ୍ରେରଣାର ପର୍ଯ୍ୟାୟ


ଆରମ୍ଭ ହୁଏ

ପରିବର୍ତନର ଧାରା

ଏକରୁ ଅନେକ

ଅନେକରୁ ଏକ

ପ୍ରେରିତଙ୍କ ସଂଖ୍ୟା ବଢିଚାଲେ

ବିଶ୍ଵ ଶାନ୍ତି ବାର୍ତ୍ତା ବାଣ୍ଟି

ନୂତନ ସକଳ ନେଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract