Gadadhar Sahoo
Inspirational
ମୋ ଦେଶ
ମୋ ମାଟି
ମୋ ମା’
ସବୁଠୁ ମଧୁର ତା’ ନାଁ ।
ତା ବେସ
ତା ଭୂସା
ତା ଭାଷା
ସବୁଠୁ ଲାଗେ ସରସା ।
ତା ମାଟି
ତା ଝାଟି
ତା ଝୋଟି
ସବୁଠି ଝଟକେ ମୋ ସଂସ୍କୃତି ।
ତା ପାଣି
ତା ପବନ
ତା ବନ
ସବୁଠି ଭରିଛି ଆମ ଜୀବନ ।
ତା ଧନ
ତା ମାନ
ତା ସମ୍ମାନ
ସୁରକ୍ଷା ଆମ କର୍ତ୍ତବ୍ୟଜ୍ଞାନ ।
କାରୋନା
ଭାରତ
ମୋ ଭାରତ
ସଂକଳ୍ପ ୨୦୨୦
ବର୍ଷ ୨୦୧୯
ଭାରତୀୟ ଭାବେ ଗ...
ଅସୁର ସହିତ ଦିନ...
କୁଅଭ୍ୟାସ ଦମନ
ଯାନ୍ତ୍ରିକତା
ସରକାର ଯଦି ଅଯୋଗ୍ୟ ହୁଏ ରାଇଜ ଦୁଃଖକୁ ବୁଝିବ କିଏ ଯୋଜନାର ଫର୍ଦ୍ଦ ସରୁନି ଏଠି ଆମେରେ ଗରିବ ଖଟୁଛୁ ବେଠି ସରକାର ଯଦି ଅଯୋଗ୍ୟ ହୁଏ ରାଇଜ ଦୁଃଖକୁ ବୁଝିବ କିଏ ଯୋଜନାର ଫର୍ଦ୍ଦ ସରୁନି ଏଠି ଆମ...
ଜାଗିଉଠ କବି ଜାଗିଉଠ କବି
ମାଆ ଆସୁଛନ୍ତି ବୋଲି ମାଆ ଆସୁଛନ୍ତି ବୋଲି
ଦୁଲି ଖେଲସନ୍, ଗିତ୍ ଗାଏସନ୍ ଖାଏସନ୍ ପିଁନସନ୍ ବନେ, ନୁଆଁ କପଡ଼ା ଲତା ପିଁଧି କରି ଉସତ୍ ଆନନ୍ଦ୍ ମନ ଦୁଲି ଖେଲସନ୍, ଗିତ୍ ଗାଏସନ୍ ଖାଏସନ୍ ପିଁନସନ୍ ବନେ, ନୁଆଁ କପଡ଼ା ଲତା ପିଁଧି କରି ଉ...
ସମର୍ପିତା ସୌଭାଗିନି ସମର୍ପିତା ସୌଭାଗିନି
ଅପହରି ମାତ ହୃଦୟ କ୍ଷତାକ୍ତ ମାତ୍ର ତୁଣ୍ଡେ ଥାଏ ବିଷ ସାଧ୍ୟ ଅଛି କା'ର ଖଟାଇଣ ବଳ ଲଙ୍ଘିବ ବିଧି ନିର୍ଦ୍ଦେଶ ଅପହରି ମାତ ହୃଦୟ କ୍ଷତାକ୍ତ ମାତ୍ର ତୁଣ୍ଡେ ଥାଏ ବିଷ ସାଧ୍ୟ ଅଛି କା'ର ଖଟାଇଣ ବଳ ଲଙ...
ମାଲୋ ତୁହି ମୁକ୍ତି ଦାୟୀ ଦୁର୍ଗା ନାମ ଧ୍ୟାୟି ମୁଁ ଜପ କରଇ ପୁଣି..... ମାଲୋ ତୁହି ମୁକ୍ତି ଦାୟୀ ଦୁର୍ଗା ନାମ ଧ୍ୟାୟି ମୁଁ ଜପ କରଇ ପୁଣି.....
ଏତିକି ପ୍ରାର୍ଥନା ମୋହର ଦିଅ ତୁ ଆଶିଷ ପୟରେ ପ୍ରଣତି ତୋହର ଏତିକି ପ୍ରାର୍ଥନା ମୋହର ଦିଅ ତୁ ଆଶିଷ ପୟରେ ପ୍ରଣତି ତୋହର
ବୃଷଭ ବାହନ ଅବା ଗଜାନନ ପୃଷ୍ଠେ ମାତା ଅବତରି ଶୋହେ ତବ କର ଡମ୍ବରୁ ତ୍ରିଶୂଳ ବୃଷଭ ବାହନ ଅବା ଗଜାନନ ପୃଷ୍ଠେ ମାତା ଅବତରି ଶୋହେ ତବ କର ଡମ୍ବରୁ ତ୍ରିଶ...
ମଣିବୁ ଆଜିଠୁ ଶ୍ୱଶୁରଙ୍କୁ ପିତା ଶାଶୁଙ୍କୁ ନିଜର ମାତା କଲେ ସୁକର୍ତ୍ତବ୍ୟ ଦୁହିତା ହୁଅଇ ଦୁଇ କୁଳ ପ ମଣିବୁ ଆଜିଠୁ ଶ୍ୱଶୁରଙ୍କୁ ପିତା ଶାଶୁଙ୍କୁ ନିଜର ମାତା କଲେ ସୁକର୍ତ୍ତବ୍ୟ ଦୁହିତା ହୁଅଇ...
ଯୁଗେ ଯୁଗେ ଦ୍ରୌପଦୀ ଯୁଗେ ଯୁଗେ ଦ୍ରୌପଦୀ
ସମଗ୍ର ବିଶ୍ବରେ ସ୍ଵର୍ଣ୍ଣ ଅକ୍ଷର ରେ ଭାରତ ହିଁ ହେବ ଶ୍ରେୟ। ସମଗ୍ର ବିଶ୍ବରେ ସ୍ଵର୍ଣ୍ଣ ଅକ୍ଷର ରେ ଭାରତ ହିଁ ହେବ ଶ୍ରେୟ।
ଗୁରୁ ପାଦ ପଦ୍ମେ ରହୁ ମୋର ସଦା ମଥାନଥ କୃତଜ୍ଞତା ।। ଗୁରୁ ପାଦ ପଦ୍ମେ ରହୁ ମୋର ସଦା ମଥାନଥ କୃତଜ୍ଞତା ।।
ଗତ କଲ୍ୟାଣେ ଅବଦାନ ତାଙ୍କ ହେବନାହିଁ ଜମା ଶେଷ ।। ଗତ କଲ୍ୟାଣେ ଅବଦାନ ତାଙ୍କ ହେବନାହିଁ ଜମା ଶେଷ ।।
ସାରା ବସୁଧାକୁ ନିଜ କୁଟୁମ୍ବ ବିଚାରି। ସର୍ବେ ସନ୍ତୁ ସୁଖୀ ଭାବ ରହୁଟି ତୁମରି।। ସାରା ବସୁଧାକୁ ନିଜ କୁଟୁମ୍ବ ବିଚାରି। ସର୍ବେ ସନ୍ତୁ ସୁଖୀ ଭାବ ରହୁଟି ତୁମରି।।
ଆସ ଆସ ମାଆ ବିରାଜି ସଦନେ ସନ୍ତୋଷେ ଅଭୟ ଦିଅ ଆସ ଆସ ମାଆ ବିରାଜି ସଦନେ ସନ୍ତୋଷେ ଅଭୟ ଦିଅ
ଆକାଶ ଦର୍ପଣର ଜହ୍ନ ତାରା ଗହଳେ ରହିବାକୁ ଇଛା ତୁମର ବଳେ । ଆକାଶ ଦର୍ପଣର ଜହ୍ନ ତାରା ଗହଳେ ରହିବାକୁ ଇଛା ତୁମର ବଳେ ।
ମାନବିକତା ମାନବିକତା
ନାରୀ ତୁମେ ନାରାୟଣୀ ନାରୀ ତୁମେ ନାରାୟଣୀ
ପରମେଶ୍ବରଙ୍କ ପାଦେ ପରମେଶ୍ବରଙ୍କ ପାଦେ