STORYMIRROR

Gadadhar Sahoo

Abstract

2  

Gadadhar Sahoo

Abstract

ଭାରତୀୟ ଭାବେ ଗର୍ବ

ଭାରତୀୟ ଭାବେ ଗର୍ବ

1 min
396

ମୋ ଦେଶର

ମାଟି ପାଣି ପବନ

ସବୁଥିରେ ମିଠା ମିଠା ମହକ

ମୋ ଭାଷା ଜାତି ଧର୍ମ ବର୍ଣ୍ଵ ମଧ୍ୟରେ

ଭରି ରହିଛି ଭିନ୍ନତା ମଧ୍ୟରେ ଏକତା ।


ଆମ କଳା ସଂସ୍କୃତି

ଜାତିର ଇତିହାସ

ଗୌରବ ମୟ

ଏହି ମାଟିରେ

ଚଣ୍ଡା ଶୋକରୁ ଧର୍ମା ଶୋକ ପାଲଟିଛନ୍ତି ଅଶୋକ

ଗ୍ରୀକବୀର ଆଲେକଜାଣ୍ଡାର ବି ହରମାନିଥିଲେ

ହିନ୍ଦୁ ସନ୍ୟାସୀ ପାଖରେ

ଏଠି ଜନ୍ମ ନେଇଛନ୍ତି

ଅହିଂସାର ପୂଜାରୀ ଗାନ୍ଧୀ

ବିଶ୍ଵଜୟୀ ବିବେକାନନ୍ଦ

ଆଧ୍ୟାମ୍ଟବାଦି ଶ୍ରୀ ଅରବିନ୍ଦ

ବିଶ୍ଵଗୁରୁ ରବୀନ୍ଦ୍ରନାଥ ଟାଗୋର

ଏ ସମସ୍ତେ ହିଁ

ଆମର ଗର୍ବ ହିଁ ଗର୍ବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract