Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract Others

4  

Anita Dash

Abstract Others

ହସୁଛି ବରଷା ରାଣୀ

ହସୁଛି ବରଷା ରାଣୀ

1 min
43



ପ୍ରତୀକ୍ଷିତ ଧାରା ଧୂସର ଧରଣୀ

ଦେହ ଧୀରେ ଛୁଇଁଲାଣି,

ନିଶ୍ୱାସେ ହରଷେ ମିଠା ମିଠା ବାସ

ଭିଜା ମାଟି ବିଂଚିଲାଣି । [୧]

ନିଦାଘେ ତାପିତ ପ୍ରାଣରେ ଶୀତଳ

ପରଶକୁ ପାଇ ୠଣି,

ପ୍ରାଣୀ ତରୁ ଲତା ସ୍ଥାବର ଜଙ୍ଗମ

ସଭିଏଁ ଖୁସିରେ ଘଣି। [୨]

ସଂସାର ହିତରେ ନିଜକୁ ହଜେଇ

ଆନନ୍ଦରେ ମହାଦାନୀ,

ସମୀର ଛନ୍ଦରେ ରିମିଝିମି ଗାଇ

ହସୁଛି ବରଷା ରାଣୀ । [୩]



Rate this content
Log in

Similar oriya poem from Abstract