Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Anita Dash

Abstract Others


4  

Anita Dash

Abstract Others


ହସୁଛି ବରଷା ରାଣୀ

ହସୁଛି ବରଷା ରାଣୀ

1 min 18 1 min 18


ପ୍ରତୀକ୍ଷିତ ଧାରା ଧୂସର ଧରଣୀ

ଦେହ ଧୀରେ ଛୁଇଁଲାଣି,

ନିଶ୍ୱାସେ ହରଷେ ମିଠା ମିଠା ବାସ

ଭିଜା ମାଟି ବିଂଚିଲାଣି । [୧]

ନିଦାଘେ ତାପିତ ପ୍ରାଣରେ ଶୀତଳ

ପରଶକୁ ପାଇ ୠଣି,

ପ୍ରାଣୀ ତରୁ ଲତା ସ୍ଥାବର ଜଙ୍ଗମ

ସଭିଏଁ ଖୁସିରେ ଘଣି। [୨]

ସଂସାର ହିତରେ ନିଜକୁ ହଜେଇ

ଆନନ୍ଦରେ ମହାଦାନୀ,

ସମୀର ଛନ୍ଦରେ ରିମିଝିମି ଗାଇ

ହସୁଛି ବରଷା ରାଣୀ । [୩]



Rate this content
Log in

More oriya poem from Anita Dash

Similar oriya poem from Abstract