Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gadadhar Sahoo

Inspirational

3  

Gadadhar Sahoo

Inspirational

ସଂକଳ୍ପ ୨୦୨୦

ସଂକଳ୍ପ ୨୦୨୦

1 min
283



ଆସିଛି ଆଜି

ନୂଆ ବରଷ

ନୂତନ ଆଶା

ନୂଆ ଭରସା

ନୂଆ ବିଶ୍ଵାସ

କିରଣ ବୁଣି ବୁଣି

ସଂକଳ୍ପ ନେବା

ସଭିଙ୍କ ମନେ

ଦେବା ଆନନ୍ଦ ଭରି ।


ହସିବ ସାହି

ହସିବ ଗାଁ

ରାଜ୍ୟ ଓ ଦେଶ

ଆମରି ବିଶ୍ଵ

ଆମ ସଭିଙ୍କ ପାଇଁ ।


ଆନନ୍ଦ ମନେ

ନଚିବେ ସର୍ବେ

ଭେଦ ଭାବ ହିଁ

ନଥିବ ତିଳେ

କାହାରି ମନେ,

ଏକ ହିଁ ବିଶ୍ଵ

ଏକ ହିଁ ଘର

ଭାବିବେ ସର୍ବେ ମନେ ।


ଏକ ଭାବନା

ସବୁରି ମନେ

ଜାଗିବ ଯୁଗେ ଯୁଗେ

ହିଂସା ବିଦ୍ଵେଷ

କଳହ ଭାଷା

ବିଦାୟ ନେବ ଆପେ ।


ଏହି ଭାବନା

ସଭିଙ୍କ ମନେ

ଆସ ଫୁଙ୍କିବା ସର୍ବେ

ଶାନ୍ତି ସଦଭାବ

ସହାବସ୍ଥାନ

ସଂକଳ୍ପ ନେବା ସର୍ବେ ।



Rate this content
Log in

Similar oriya poem from Inspirational