STORYMIRROR

Gadadhar Sahoo

Abstract

2  

Gadadhar Sahoo

Abstract

ବର୍ଷ ୨୦୧୯

ବର୍ଷ ୨୦୧୯

1 min
333

ଆସିଥିଲା

ନୂଆ ଆଶା

ଆକାଂକ୍ଷାର ବାର୍ତ୍ତା ନେଇ

ଏଇ ଏବେ ଚାଲି ଯିବ

ସ୍ମୃତି ବିସ୍ମୃତିର

ପାଦ ଚିହ୍ନରେ ଲେଖିଦେଇ

ସଫଳତା ବିଫଳତା

ସୁଖ ଦୁଃଖ

ଭଲ ମନ୍ଦ

ଆନନ୍ଦ ବିଷାଦର

ଟିକି ନିଖିଏ ବିବରଣୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract