STORYMIRROR

Ram Prasad Bisoi

Romance

2  

Ram Prasad Bisoi

Romance

ପ୍ରେମରେ------?

ପ୍ରେମରେ------?

1 min
2.6K


କିଏ ? ସେ ଶିଳ୍ପୀ, କାହାର 

ସେ କଳାକୃତି, 

ମନୋହର 

ତା ରୂପ ଲାବଣ୍ୟ   

ଅଳକାନନ୍ଦାର ସୌନ୍ଦଯ୍ୟରେ ଭରପୁର ତା ଦେହ,

ପ୍ରକୃତିସମ ସେ 

ଅନନ୍ୟା,

ଭଲ ପାଇବାର ଇସ୍ତାହାର

ଦେଇସାରିଛି ତାକୁ କେବେଠୁ 

କିଛି ନାହିଁ,

ମୋ ପାଶେ ଦେବାକୁ 

ଆଉ ତାକୁ

ସକାଳର କୁହୁଡିଭଳି 

ହେଇପାରେ ସେ ପ୍ରହେଳିକାମୟ,

ମରୁଭୁମିର ମୃଗତୃଷ୍ଣା ଭଳି,

ପ୍ରତାରଣା ବି କରିପାରେ,

ରାତ୍ରିର ଓଢଣୀ ତଳେ,

ସନ୍ଧ୍ୟା ଭଳି 

ଉଭାନ ହୋଇ ଯାଇପାରେ 

ସେ ମୋ ରାଧା ମୁଁ ତା ଜୟଦେବ,

ଆମେ ଦୁହେଁ ମିଶି ଲେଖିବୁ,

ଶାଶ୍ୱତ ପ୍ରେମରେ-----

ଅଭିନବ ଗୀତଗୋବିନ୍ଦ-----!

{ଶେଷ}

©®କାଶ୍ୟପ,ରାୟଗଡା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance