STORYMIRROR

Basanti Pattnaik

Romance Classics Inspirational

3  

Basanti Pattnaik

Romance Classics Inspirational

ପ୍ରେମରେ ପ୍ରେମରେ

ପ୍ରେମରେ ପ୍ରେମରେ

1 min
200


   

    ପ୍ରେମ ତ ଅଟ‌ଇ ଶାସ୍ବତମୟ

         ପବିତ୍ର ରସର ସମ୍ଭାର

    ଅମୃତମୟ ଏ ପ୍ରେମ ର ରସ

         ସମୁଦ୍ର ସମ ଗଭୀର

    ପ୍ରେମ ର ଭାଷା ତ ଭଷାବାଦଲ

          ଅଶରନ୍ତି ଭରା ସ୍ବପ୍ନ

     ବର୍ଷାର ଧାର ତ ଝର‌ଇ ଝର

          ଢାଳି ଆଲୋକର ମାଳ

     ପ୍ରେମ ଠାରୁ ସୁଖ ଜଗତେ ନାହିଁ

          ‌‌‌‌‌ଇଶ୍ବର ସତ୍ତା ଦିଏ ସୂଚେଇ

     ପ୍ରେମ ରସ ତ ମିଠା ତ୍ବ ଭରା

          କଳନା ନାହିଁ ଏହାରି ଧାରା

     ପ୍ରେମ ରସ ବିନା ଅଜ୍ଞାନ ଅନ୍ଧାର

          ଲାଗ‌ଇ ସବୁ କଦାକାର

      ଭରିଦିଏ ଜୀବନେ ଘୃଣା ର ଧାର

           ଅସତ୍ୟ ବାନ୍ଧ‌ଇ ଘର

      ପ୍ରେମ ବିନା ଜୀବ ହୁଏ ଦିଗହରା

           ଏହାକୁ ବାନ୍ଧି ଚାଲେ ଭଲା

       ପ୍ରକୃତି ବାଣ୍ଟ‌ଇ ପ୍ରେମ ର ଧାରା

           ଏହାର ‌ଋପ ଅନନ୍ୟା   

       ପ୍ରେମ ର ମହତ୍ତ୍ଵ ବୁଝରେ ସାଥି

            କଦର୍ଥ ଆଉ କରନା ।

                ‌‌



Rate this content
Log in

Similar oriya poem from Romance