STORYMIRROR

alok Kumar

Romance

3  

alok Kumar

Romance

ପ୍ରେମର ସଂଜ୍ଞା

ପ୍ରେମର ସଂଜ୍ଞା

1 min
166


ପ୍ରେମର ସଂଜ୍ଞା ତ ଅନେକ  

ହେଲେ ଏଇ ପ୍ରେମ ଯେ କେତେବେଳେ  

ଗୋଲାପ ଫୁଲ ଭଳି କୋମଳ ତ କେତେବେଳେ 

ମରୁଭୂମିର ତାତିଲା ବାଲି ଭଳି ଗରମ...!

ପ୍ରେମ କେତେବେଳେ କୋଉଠି କେମିତି ହୋଇଯାଏ 

ତାହା ଜାଣିବା ଯେ କଷ୍ଟକର  

ପୁଣି ସେଇ ପ୍ରେମ କେତେବେଳେ ଯେ କିଛି ସ୍ଵାର୍ଥ ପାଇଁ  

ନିଜ ପ୍ରିୟ ମଣିଷକୁ କରିଦିଏ ସାତପର !

ଏଣୁ ଏ ପ୍ରେମ  

କେତେବେଳେ ଶାଶ୍ୱତ ସୁନ୍ଦର ତ 

କେତେବେଳେ ସିଜୁ ଗଛର କଣ୍ଟା ଭଳି କଣ୍ଟକିତ ମୟ !!



Rate this content
Log in

Similar oriya poem from Romance