STORYMIRROR

Padarbinda Rath

Romance

2  

Padarbinda Rath

Romance

ପ୍ରେମର ପ୍ରତିଶବ୍ଦ -୨

ପ୍ରେମର ପ୍ରତିଶବ୍ଦ -୨

1 min
3.1K


ପ୍ରେମର ପ୍ରତିଶବ୍ଦ -୨

ତୋ ସାଥେ ସୁରକ୍ଷିତ ମୋ ପ୍ରତିକ୍ଷଣ

କରାଏ ଅନୁଭବ ମୋ ବର୍ତ୍ତମାନ
ୟେ ଜୀବନରେ ପ୍ରତିକ୍ଷଣ ଚାହେଁ ତୋତେ

ମୋ ଅଡୁଆ, ଅସଜଡ଼ା, ସବୁକ୍ଷଣ
ନିର୍ମମ, ନିଷ୍ଠୁର, ୟେ ଚଲାପଥରେ

ଖୋଜେ ତୋତେ, ମୋ ବର୍ତ୍ତମାନ ବି ସବୁକ୍ଷଣ
ୟେ ଜୀବନେ ଚାହେଁ ତୋତେ ମୁଁ ସବୁକ୍ଷଣ

ସଜାଇବା ପାଇଁ ମୋ ଛୋଟଛୋଟ ପ୍ରତିକ୍ଷଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance