Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padarbinda Rath

Others

2  

Padarbinda Rath

Others

ଏକାନ୍ତ ଗୋପନ

ଏକାନ୍ତ ଗୋପନ

1 min
2.8K


ଅଛି କିଛି ମନେ ଲୁଚି ଭୁଲେନି ଏ ସମୟ

ରହେ କିଛି ସ୍ମୃତି ସାଥେ ଅଭୁଲା ସେ ଅତୀତ


ସବୁ ସ୍ବପ୍ନ ନୁହେଁ ସତ ଏଠି ସମୟ ପୃଷ୍ଠା ରେ

ହଜେ କିଛି, ରୁହେ କିଛି ଏକାନ୍ତ ଗୋପନରେ


ପଦାରବିନ୍ଦ ରଥ _ପ୍ରେମର ପ୍ରତିଶବ୍ଦ


Rate this content
Log in