Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padarbinda Rath

Others

2  

Padarbinda Rath

Others

ତୁମ ଛୋଟ ଛୋଟ ସ୍ମୃତିରେ

ତୁମ ଛୋଟ ଛୋଟ ସ୍ମୃତିରେ

1 min
2.9K


ତୁମ ପ୍ରେମର ବୃକ୍ଷରୁ ପତ୍ର ଝଡ଼ାଟେ ମୁଁ ...

ପତିତ ରାଜରାସ୍ତାର ଧୂଳି ବାଲିରେ ଲୋଟୁଥିବା ପତ୍ର ଟେ ମୁଁ ..

ତଥାପି ଆଖିରେ ଅସରନ୍ତି ସ୍ବପ୍ନ ଧରି ,

ଉଡ଼ିଚାଲେ ମୁଁ କେବେ ତୁମ ଅପେକ୍ଷାରେ ତ

କେବେ ମୋ ଭାବନାରେ

ସାଇତି ରଖିଥିବା ତୁମ ଛୋଟ ଛୋଟ ସ୍ମୃତିରେ ...


ପ୍ରେମର ପ୍ରତିଶବ୍ଦ _ପଦାରବିନ୍ଦ ରଥ



Rate this content
Log in