STORYMIRROR

Padarbinda Rath

Others

2  

Padarbinda Rath

Others

ଏକାନ୍ତ ନିଜର ଏ ବ୍ୟଥା

ଏକାନ୍ତ ନିଜର ଏ ବ୍ୟଥା

1 min
1.4K


ଆଶା ଶୂନ୍ୟ, ମନେ ଶୁଭେ, ତିକ୍ତତାର ଧ୍ବନି

ପ୍ରେମାସକ୍ତ, ଭାବ ଜଳେ ,ଏକାନ୍ତେ କୁହୁଳି

ପଥ ପ୍ରାନ୍ତେ ,ଲୁହ ଲୁଚେ, ଅଧରେ ସେ ମିଶି

କଳଙ୍କର ,ବେଡି ବାନ୍ଧି, ଚାଲେ ମୁଁ ଏକାକୀ ଏକାକୀ ..!!

ପଦାରବିନ୍ଦ ରଥ _ପ୍ରେମର ପ୍ରତିଶବ୍ଦ



Rate this content
Log in