STORYMIRROR

Padarbinda Rath

Inspirational

2  

Padarbinda Rath

Inspirational

ପ୍ରେମର ପ୍ରତିଶବ୍ଦ

ପ୍ରେମର ପ୍ରତିଶବ୍ଦ

1 min
13.9K


ତୋ ବିନା, ଏକା ଏକା

ମୋ ପାଇଁ ସବୁ ରେଖା 
ସୀମାହୀନ ପଥେ ମୁଁ ଖୋଜେ

ସଂକୋଚିତ ପଥରେଖା
ଲୁଚିଛି ଅତୀତ ଅଶ୍ରୁର ବେଦନେ

ଦେଖୁଚି ବର୍ତ୍ତମାନ, କଟାକ୍ଷ ନୟନେ
ବୁଝି ମୁଁ ପାରୁନି,

ସମୟ ଅନ୍ତରେ,

ପାରୁନି ସଜାଡି ଭବିଷ୍ୟ ଆଳରେ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational