STORYMIRROR

Padarbinda Rath

Inspirational

2  

Padarbinda Rath

Inspirational

କୃଷକ ଦିବସ

କୃଷକ ଦିବସ

1 min
1.9K


ସରୁଛି ବୟସ ଶ୍ରମ ଝାଳ ଗଡ଼ି

ଥମୁନି ତା ଦୁଃଖ, ଅଭାବ ର ଘଡି

ପିଲା ତା କାନ୍ଦୁଛି ଶୈଶବ ରୁ ଜଳି

ଲିଭୁଛି ତା ଆଶା ବାସ୍ତବକୁ ଜାଣି

କେତେବା ପାଉଣା ପାଉଛି ସେ ତୁଚ୍ଛ

ଦାନା ଯୋଗାଉଛି ଜଳି ସାରା ଜୀବନ ଯାକ

ପ୍ରଶାସନ ହେଳା ,ଦୈବିଦୁର୍ବିପାକ

ସମୂହ ସ୍ୱାର୍ଥ ପାଇଁ ଆଜି ସେ ହନ୍ତସନ୍ତ

ଦୁଃଖ ତା ଲାଘବ ହେବ କେବେ ତାର

ଆତ୍ମହତ୍ୟା ଭୁଲି ଚାଲିବ ମୁଣ୍ଡ ଟେକି ବାଟ ?



ପଦାରବିନ୍ଦ ରଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational